[vc_row][vc_column]
BREAKING-NEWS
- ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘କକ୍ଷଚ୍ୟୁତ ଉଲକା’
- କମିବ ତାତି, ‘ଗ୍ରୀନ ଜୋନ’ରେ ଓଡ଼ିଶା
- ସୁକାନ୍ତ ନାୟକ ବିଜେଡିର ନୀଳଗିରି ପ୍ରାର୍ଥୀ
- DM ପବ୍ଲିକ ସ୍କୁଲର କେଳେଙ୍କାରୀ? ପ୍ରମାଣ ନଷ୍ଟ ପାଇଁ କସରତ?
- ଆଉ ତିନି ଦିନ ଅସହ୍ୟ ତାତି : ଏସଆରସି
- ହିଞ୍ଜିଳିରୁ ନାମାଙ୍କନ ଭରିଲେ ନବୀନ
- ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ
- ଶତାବ୍ଦୀର ସୂର୍ଯ୍ୟ “lଉତ୍କଳ ଗୌରବ ମଧୁସୂଦନ
- ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଡୁଆରେ ପଡ଼ିଲେ ଡିଏମ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ
- ଅନନ୍ୟ ପ୍ରତିଭା ଗଜପତି କୃଷ୍ଣଚନ୍ଦ୍ର
ଅପରାଧ୍
ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘କକ୍ଷଚ୍ୟୁତ ଉଲକା’
***************
ଗଳ୍ପ: କକ୍ଷଚ୍ୟୁତ ଉଲକା
-------------
ମନୋଜ କୁମାର ମହାପାତ୍ର
ନୀଳମାଷ୍ଟ୍ରେ ଏକୁଟିଆ!-->!-->!-->!-->!-->!-->!-->!-->!-->…
କମିବ ତାତି, ‘ଗ୍ରୀନ ଜୋନ’ରେ ଓଡ଼ିଶା
SRC ସତ୍ୟବ୍ରତ ସାହୁଙ୍କ ସୂଚନା
ଭୁବନେଶ୍ୱର //TATKAL ODISHA//
ପଶ୍ଚିମା ବାୟୁ 'ଲୁ' ପ୍ରବାହ କମିଛି I ଏଥିଯୋଗୁଁ!-->!-->!-->!-->!-->!-->!-->!-->!-->…
ତତ୍କାଳ ଓଡିଶା
ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘କକ୍ଷଚ୍ୟୁତ ଉଲକା’
***************
ଗଳ୍ପ: କକ୍ଷଚ୍ୟୁତ ଉଲକା
-------------
ମନୋଜ କୁମାର ମହାପାତ୍ର
ନୀଳମାଷ୍ଟ୍ରେ ଏକୁଟିଆ ନଡ଼ିଆ ଚଟେଇଟିଏ ବିଛାଇ ଗାଁ ଦାଣ୍ଡପିଣ୍ଡାରେ ବସିଥିଲେ l ଆଜିକାଲି ମୁହଁପୋଡା ବୈଶାଖୀ ଝାଂଜିଖରା ବୟାଳିସ ଡିଗ୍ରୀ ଉପରେ l ଦିନବେଳେ କିଏବା ଘରୁ ଗୋଡ଼!-->!-->!-->!-->!-->!-->!-->!-->!-->…
କମିବ ତାତି, ‘ଗ୍ରୀନ ଜୋନ’ରେ ଓଡ଼ିଶା
SRC ସତ୍ୟବ୍ରତ ସାହୁଙ୍କ ସୂଚନା
ଭୁବନେଶ୍ୱର //TATKAL ODISHA//
ପଶ୍ଚିମା ବାୟୁ 'ଲୁ' ପ୍ରବାହ କମିଛି I ଏଥିଯୋଗୁଁ ରାଜ୍ୟରେ ତାତି କମିବାକୁ ଯାଉଛି I ରେଡ ଜୋନରୁ ଓଡ଼ିଶା 'ଗ୍ରୀନ ଜୋନ'କୁ ରୂପାନ୍ତରିତ ହୋଇଛି I
ତାହା ଆଗାମୀ 36 ଘଣ୍ଟା ଭିତରେ ଅସହ୍ୟ!-->!-->!-->!-->!-->!-->!-->!-->!-->!-->!-->…
ସୁକାନ୍ତ ନାୟକ ବିଜେଡିର ନୀଳଗିରି ପ୍ରାର୍ଥୀ
ଶେଷ ତିନି ବିଧାନସଭାର ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
ଭୁବନେଶ୍ୱର//TATKAL ODISHA//
ବହୁ କଳ୍ପନା ଜଳ୍ପନା ପରେ ଶେଷରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ଶେଷ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।
ନୀଳଗିରିରୁ ସୁକାନ୍ତ ନାୟକ!-->!-->!-->!-->!-->!-->!-->!-->!-->!-->!-->…
DM ପବ୍ଲିକ ସ୍କୁଲର କେଳେଙ୍କାରୀ? ପ୍ରମାଣ ନଷ୍ଟ ପାଇଁ କସରତ?
- ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କ ନାଁରେ ଥାନାରେ ଏତଲା ପରେ ସରକାର କଠୋର
- ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ସ୍କୁଲ କତୃପକ୍ଷ ଚଞ୍ଚକତା କରି ବିଦା କରିଥିବା ଶିକ୍ଷାୟତ୍ରୀଙ୍କୁ ବେଆଇନ ନୋଟିସ
!-->!-->!-->!-->!-->!-->!-->!-->!-->…
ଆଉ ତିନି ଦିନ ଅସହ୍ୟ ତାତି : ଏସଆରସି
ପାଗର ପରିବର୍ତ୍ତନ ଆସିବ
ଭୁବନେଶ୍ୱର// TATKAL ODISHA//
ପଶ୍ଚିମା ବାୟୁ 'ଲୁ' ପ୍ରବାହ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି I ତାହା ଆଗାମୀ ତିନି ଦିନ ଅର୍ଥାତ ମଇ 2 ଯାଏ ଅସହ୍ୟ ତାତି ବଳବତ୍ତର ରହିବ I
ପାଗର ସୁଧାର ଆସିବ : ସାହୁ
ଏହା ପରେ ପ୍ରାୟ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ହିଞ୍ଜିଳିରୁ ନାମାଙ୍କନ ଭରିଲେ ନବୀନ
ବ୍ରହ୍ମପୁର,ହିଞ୍ଜିଳି,//TATKAL ODISHA//
ଷଷ୍ଠ ଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଭରି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ!-->!-->!-->!-->!-->!-->!-->!-->!-->…
ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ
ଭୁବନେଶ୍ୱର //TATKAL ODISHA//
ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଓଡ଼ିଆ ଜାତୀୟତା ଓ ଅଶ୍ମିତାର ପ୍ରତିକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ
ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି I
ଭୁବନେଶ୍ୱରସ୍ଥ ବୁଲନ ଭାଇ ସେବା ସଦନ!-->!-->!-->!-->!-->!-->!-->!-->!-->…
ଶତାବ୍ଦୀର ସୂର୍ଯ୍ୟ “lଉତ୍କଳ ଗୌରବ ମଧୁସୂଦନ
( ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି)
1848 ମସିହା ଏପ୍ରିଲ 28ତାରିଖ I
ଓଡିଶା ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ | ଏହିଦିନକଟକ ଜିଲ୍ଲା, ସତ୍ୟଭାମା ପୁର ଗ୍ରାମରେ ପିତା ଚୌଧୁରୀ ଲୋକନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଗୋବିନ୍ଦ ବଲ୍ଲଭ, ଯେ କି!-->!-->!-->!-->!-->!-->!-->…
ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଡୁଆରେ ପଡ଼ିଲେ ଡିଏମ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ
ଭୁବନେଶ୍ୱର//TATKAL ODISHA//
ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଶାଳୀନ ଭାଷା ଓ ଚଞ୍ଚକତା କରି ଚାକିରିରୁ ବିଦା କରିବା ଘଟଣାକୁ ନେଇ ବରଗଡ଼ ଥାନାରେ ଏତଲା ଦାୟର ହେବା ପରେ DM PUPLIC ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ ଅଡ଼ୁଆ ଜାଲରେ ଛନ୍ଦି ହୋଇଛନ୍ତି I ତାଙ୍କ ନାଁରେ!-->!-->!-->!-->!-->…
ଅନନ୍ୟ ପ୍ରତିଭା ଗଜପତି କୃଷ୍ଣଚନ୍ଦ୍ର
ଅନନ୍ୟ ପ୍ରତିଭା ଗଜପତି କୃଷ୍ଣଚନ୍ଦ୍ର 1936ମସିହା ଏପ୍ରିଲ 1ତାରିଖରେ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ପବିତ୍ର ଜନ୍ମଦିବସ I
1892ମସିହା ଏପ୍ରିଲ 26ରେ ସେ ଜନ୍ମ ହୋଇ 1974 ମେ 25ରେ ପରଲୋକ ପ୍ରାପ୍ତ ହୋଇଥିଲେ!-->!-->!-->!-->!-->…
ବିଦେଶ ମାଟିରେ ଓଡ଼ିଶାର ଉତ୍କୃଷ୍ଟ କଳା,ସଂସ୍କୃତିକୁ ଲୋକପ୍ରିୟ କରୁଛି ସିଙ୍ଗାପୁର ଓଡ଼ିଆ ସମାଜ : ଅମ୍ବୁଲେ
ସିଙ୍ଗାପୁର ଓଡ଼ିଆ ସମାଜ ଦ୍ଵାରା ଉତ୍କଳ ଦିବସ ପାଳନ
ସିଙ୍ଗାପୁର, //TATKAL ODISHA//
ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ବୈଭବକୁ ଆନ୍ତର୍ଜାତିକ ଦରବାରରେ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ସିଙ୍ଗାପୁର ଓଡ଼ିଆ ସମାଜ ଉଲ୍ଲେଖନୀୟ କାର୍ଯ୍ୟ କରିଛି I!-->!-->!-->!-->!-->!-->!-->…
କଂଗ୍ରେସର ଆଉ ୩ ଲୋକସଭା, ୧୬ ବିଧାନସଭାର ପ୍ରାର୍ଥୀଙ୍କ ନାଁ ଘୋଷଣା
ଭୁବନେଶ୍ୱର//TATKAL ODISHA//
ଆଉ ୩ ଲୋକସଭା ଓ ୧୬ ବିଧାନସଭାରେ ପ୍ରାର୍ଥୀ ନାଁ ଘୋଷଣା କଲା କଂଗ୍ରେସ ।
ଦେଖନ୍ତୁ ତାଲିକା
ଲୋକସଭା ପ୍ରାର୍ଥୀ:
1 ସମ୍ବଲପୁର – ଦୁଲାଲ ଚନ୍ଦ୍ର ପ୍ରଧାନ
2 ଆସିକା – ଦେବକାନ୍ତ ଶର୍ମା
3 କେନ୍ଦୁଝର – ବିନୋଦ ନାୟକ
!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଆଉ ନଅ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା କଲେ ନବୀନ
ଭୁବନେଶ୍ୱର// TATKAL ODISHA //
ଷଷ୍ଠ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ବିଜେଡିରେ ମୋଟ ୧୩୫ ପ୍ରାର୍ଥୀ ନାଁ ଘୋଷଣା ହୋଇଛି।
ଦେଖନ୍ତୁ!-->!-->!-->!-->!-->!-->!-->!-->!-->!-->!-->…
ଅଦ୍ଵିତୀୟ ସାହିତ୍ୟ ସାଧକ ଗୋପୀନାଥ ମହାନ୍ତି
(ଜୟନ୍ତୀ ଉପଲକ୍ଷେ)
*****************
ଗୁରୁକଲ୍ୟାଣ ମହାପାତ୍ର
*****************
ବିଶିଷ୍ଟ ସାହିତ୍ୟ ସାଧକ ଗୋପୀନାଥ ମହାନ୍ତି ଏବେ ଆମ ଗହଣରେ ନାହାନ୍ତି ସତ,କିନ୍ତୁ ତାଙ୍କ ସୃଷ୍ଟିର ମହକ ଏବେବି ଆମମାନଙ୍କୁ ଆମୋଦିତ କରିଆସୁଛି।ଆମ ସାହିତ୍ୟ ତାଙ୍କ ସୃଷ୍ଟିଦ୍ୱାରା!-->!-->!-->!-->!-->!-->!-->!-->!-->!-->!-->…
ବିଜେପି ମୁହାଁ ଡ. ପ୍ରସନ୍ନ କୁମାର ପାଟଶାଣୀ !
ଭୁବନେଶ୍ୱର//TATKAL ODISHA//
ପୂର୍ବତନ ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ ଶଙ୍ଖ ଛାଡ଼ି ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି I
ସମ୍ଭବତ ସେ ଖୋର୍ଦ୍ଧା ଵା ବେଗୁନିଆ -ବୋଲଗଡ଼ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ହେବେ I
ଏନେଇ ଆଲୋଚନା ଚୂଡାନ୍ତ!-->!-->!-->!-->!-->!-->!-->!-->!-->!-->!-->…
ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ
ଭୁବନେଶ୍ୱର//TATKAL ODISHA//
ପବିତ୍ର ବୈଶାଖ ମାସ ସୁଦଶାବ୍ରତରେ ଓଡ଼ିଶାର ଆଗଧାଡ଼ିର ବିଶିଷ୍ଟ ସିନେ ଓ ଡ୍ରାମା କଳାକାର ତଥା ନିର୍ଦେଶକ ଡ. ସଚ୍ଚି ଦାସ ଆଉ ଇହଜଗତରେ ନାହାନ୍ତି I
ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା I
ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର!-->!-->!-->!-->!-->!-->!-->!-->!-->…