କଂଗ୍ରେସର ଆଉ  ୩ ଲୋକସଭା, ୧୬ ବିଧାନସଭାର ପ୍ରାର୍ଥୀଙ୍କ ନାଁ  ଘୋଷଣା  

0

ଭୁବନେଶ୍ୱର//TATKAL ODISHA//

ଆଉ  ୩ ଲୋକସଭା ଓ ୧୬ ବିଧାନସଭାରେ ପ୍ରାର୍ଥୀ ନାଁ  ଘୋଷଣା କଲା କଂଗ୍ରେସ । 

ଦେଖନ୍ତୁ ତାଲିକା 

ଲୋକସଭା ପ୍ରାର୍ଥୀ:

1 ସମ୍ବଲପୁର – ଦୁଲାଲ ଚନ୍ଦ୍ର ପ୍ରଧାନ

2 ଆସିକା – ଦେବକାନ୍ତ ଶର୍ମା

3 କେନ୍ଦୁଝର – ବିନୋଦ ନାୟକ

ବିଧାନସଭା ପ୍ରାର୍ଥୀ : ଦେଖନ୍ତୁ

1 ଝାରସୁଗୁଡ଼ା : ଅନୀତା ବିଶ୍ୱାଳ

2 ବଡ଼ସାହି : କ୍ଷୀରୋଦ ଚନ୍ଦ୍ର ପାତ୍ର

3 ସୁକିନ୍ଦା : ବିଭୂ ଭୂଷଣ ରାଉତ

4. କଣ୍ଟାମାଳ : ଶରତ କୁମାର ପ୍ରଧାନ

5. କେନ୍ଦ୍ରାପଡ଼ା : ସିପ୍ରା ମଲ୍ଳିକ

6. ରାଜନଗର : ଅଶୋକ ପ୍ରତିହାରୀ

7 ମହାକାଳପଡ଼ା : ଲୋକନାଥ ମହାରଥୀ

8 ନିମାପଡ଼ା : ସିଦ୍ଧାର୍ଥ ରାଉତରାୟ

9 ପିପିଲି : ଜ୍ଞାନରଞ୍ଜନ ପଟ୍ଟନାୟକ

10 ଜୟଦେବ ଏସସି : କୃଷ୍ଣଚନ୍ଦ୍ର ସଗରିଆ

11ଖୋର୍ଦ୍ଧା : ସୋନାଲି ସାହୁ

12 ଚିଲିକା : ପ୍ରଦୀପ କୁମାର ସ୍ୱାଇଁ

13 ଖଣ୍ଡପଡ଼ା : ମନୋଜ କୁମାର ପ୍ରଧାନ

14 ଦଶପଲ୍ଲା : ନକୁଳ ନାୟକ

15 କବିସୂର୍ଯ୍ୟନଗର : ସଞ୍ଜୟ କୁମାର ମଣ୍ଡଳ

16 ଗୋପାଳପୁର : ଶ୍ୟାମ ସୁନ୍ଦରଗଡ଼ ସାହୁ

 କଣ୍ଟାମାଳ,ଜୟଦେବ ଓ କବିସୂର୍ଯ୍ୟନଗର ବିଧାନସଭା ଆସନରେ ପାର୍ଥି ବଦଳାଇଛି କଂଗ୍ରେସ ।କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ମୋହନ ହେମ୍ବ୍ରମଙ୍କ ଯାଗାରେ ବିନୋଦ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.