ବିଜେପି ମୁହାଁ ଡ. ପ୍ରସନ୍ନ କୁମାର ପାଟଶାଣୀ !

0
  • ଭୁବନେଶ୍ୱର//TATKAL ODISHA//

ପୂର୍ବତନ ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ ଶଙ୍ଖ ଛାଡ଼ି ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି I

ସମ୍ଭବତ ସେ ଖୋର୍ଦ୍ଧା ଵା ବେଗୁନିଆ -ବୋଲଗଡ଼ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ହେବେ I

ଏନେଇ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି I ବିଜେପି ପକ୍ଷରୁ ସାର୍ବଜନୀନ କରାଯାଇ ନାହିଁ I

Leave A Reply

Your email address will not be published.