ସୁକାନ୍ତ ନାୟକ ବିଜେଡିର ନୀଳଗିରି ପ୍ରାର୍ଥୀ

0
  • ଶେଷ ତିନି ବିଧାନସଭାର ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ

 ଭୁବନେଶ୍ୱର//TATKAL ODISHA//

ବହୁ କଳ୍ପନା ଜଳ୍ପନା ପରେ ଶେଷରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ଶେଷ  ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । 

ନୀଳଗିରିରୁ ସୁକାନ୍ତ ନାୟକ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ  ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି I

ଅନ୍ୟପକ୍ଷରେ  ଦେବଗଡ଼ ‌ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି। ଦେବଗଡ଼ ବିଧାନସଭା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ  ଦଳ ପ୍ରାର୍ଥୀ କରିଛି I

Leave A Reply

Your email address will not be published.