tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ କିମ୍ବଦନ୍ତୀ ବଲିଉଡ ଗାୟିକା ଆଶା ଭୋସଲେ

1 min read

ମୁମ୍ବାଇ //TATKAL ODISHA//

ବଲିଉଡର ଆଉ ଜଣେ ତାରକା ଗାୟିକା ଆଶା ଭୋସଲେ ଆଉ ଇହ ଜଗତରେ ନାହାନ୍ତି I

୯୨ ବର୍ଷ ବୟସରେ ସେ ଆଖି ବୁଜିଲେ I

ଶନିବାର ଆଶା ଭୋସଲେଙ୍କ ହୋଇଥିଲା ହୃଦଘାତ I ସେଥିପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ I ରବିବାର ସେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ I

ଆଶା ଭୋସଲେ[୧୯୩୩ ସାଲ ସେପ୍ଟେମ୍ବର ମାସ ଆଠ ତାରିଖରେ ଜନ୍ମ ନେଇଥିବା ଏଇ ମହିଳା ଜଣକ ହିନ୍ଦି ସିନେମାର ଏକ ପ୍ରଥିତଯଶା ଗାୟିକା।

ଆଶା ଭୋସଲେଙ୍କ ହେଉଛନ୍ତି ପ୍ରସିଦ୍ଧ ପାର୍ଶ୍ୱଗାୟିକା ଲତା ମଙ୍ଗେସ୍କରଙ୍କର ସାନ ଭଉଣୀ I 

ମାତ୍ର ୧୬ ବର୍ଷ ବୟସରେ ସିଏ ୩୧ ବର୍ଷ ବୟସର ଗଣପତରାଓ ଭୋସଲେଙ୍କ ସ‌ହିତ ଘରଛାଡ଼ି ଚାଲିଯାଇଥିଲେ ଏବଂ ନିଜ ପରିବାରର ଇଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ ।

୧୯୪୯ ମସିହାରେ ହିନ୍ଦି ସିନେମା ଜଗତରେ ସିନେମା ରାତ୍ କି ରାନୀ Raat Ki Raani ପାଇଁ ତାଙ୍କର ଥିଲା ସେନେମା ଜଗତରେ ପ୍ରଥମ ନିଜସ୍ୱ ଅବଦାନ । ସିନେମା A R QureshiSajjad Hussain, and Ghulam Mohammed ପାଇଁ ଜଣେ ଗୀତିକାର ହିସାବରେ ସିଏ ବ‌ହୁତ ସୁନାମ ଅର୍ଜନ କରିଛନ୍ତି ।

୧୯୫୨ ମସିହାରେ ସିନେମା ସଙ୍ଗ‌ଦିଲ୍ Sangdil ର ଗାୟୀକା ହିସାବରେ ସିଏ ହ‌ହୁତ ସମ୍ମାନୀଗ ହୋଇଛନ୍ତି । ୧୯୫୩ ମସିବାରେ ପ୍ରଖ୍ୟାତ ସିନେମା ନିର୍ଦେଶକ ବିମଲ ରୋୟ Bimal Roy ସିନେମା ପରିଣୀତା ପାଇଁ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ।

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରସମ୍ପାଦନା

ସିଏ ନିଜର ଗଜଲ ପାଇଁ ପ୍ରଥମ ମହିଳା ଗଜଳ ଗାୟୀକା ହିସାବରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର National Film Award ପାଇଥିଲେ । ଏହାର କିଛି ବର୍ଷ ପରେ ୧୯୮୭ ମସିହାରେ ସେ ତାଙ୍କର ଇଜ୍ଜାଜତ୍Ijaazat ଚଳଚିତ୍ର ପାଇଁ ମେରା କୁଛ ସାମାନ “Mera Kuchh Saamaan” ଗୀତ ପାଇଁ ଦ୍ୱିତୀୟ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ ।

Share

Leave a Reply