03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

“ସୀମାହୀନ ଦରିଆ, ସାଥି ହୀନ ଦୁନିଆ”-ଶୁଣନ୍ତୁ.. ସତ୍ୟବ୍ରତଙ୍କ କଣ୍ଠରେ..

1 min read

Oplus_16908288

ଭୁବନେଶ୍ୱର//TATKAL ODISHA//

“ସିମାହୀନ ଦରିଆ, ସାଥିହୀନ ଦୁନିଆ.”.

ଓଡ଼ିଆ ସଂଗୀତ ଜଗତରେ ଉଜ୍ବଳ ତାରକା ପ୍ରଣବ କିଶୋର ପଟ୍ଟନାୟକଙ୍କ ଏଇ ସୁମଧୁର ଗୀତ ସବୁ ଓଡ଼ିଆଙ୍କ ମନକୁ ଛୁଇଁ ଦେଇଥାଏ..ଭବିଷ୍ୟତରେ ବି ଛୁଇଁବ…ତାଙ୍କ ଏମିତି ସବୁ ଗୀତ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନରେ ଅମର ହୋଇ ରହିଛି। 

ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ପରିଚୟ ଦେଇଥିଲା।

ଶୁକ୍ରବାର ସେ ଆରପାରିକୁ ଚାଲିଗଲେ.. ଅଥଚ, ନିଜର ସବୁ କାଳଜୟୀ କୃତୀସବୁ ଛାଡ଼ି ଦେଇ ଗଲେ..

ତାଙ୍କର ସେଇ ସୁପର ହିଟ ଗୀତକୁ ଏବେ ବୋଲିଛନ୍ତି ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କଣ୍ଠ ଶିଳ୍ପୀ – ସତ୍ୟବ୍ରତ ସାହୁ

  • ଶୁଣନ୍ତୁ… ସୀମାହୀନ ଦରିଆ..
Share

Leave a Reply