03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

OUR VISION

ବାସୀ ଖବରର ଯୁଗ ଶେଷ, ଏବେ କେବଳ ‘ତତ୍କାଳ’ ଖବର I ସଠିକ୍ ବିଶ୍ୱାସଯୋଗ୍ୟ ତଥ୍ୟ I 

ଜୀବନ ମନ୍ତ୍ର ଠାରୁ କଳା ସଂସ୍କୃତି ଓ ପର୍ଯ୍ୟଟନ… ରାଜନୀତିରୁ  ଅର୍ଥନୀତି.. ଖେଳ ଠାରୁ ଦୁନିଆ ଖବର..ଏବଂ ଅନୁସନ୍ଧାନ ରିପୋର୍ଟରୁ ବିତର୍କ ଯାଏ ସବୁକିଛି ଏବେ ହାତ ପାଆନ୍ତାରେ..

 ସେହି ଅତୁଟ ବିଶ୍ବାସକୁ ନେଇ ଆମେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ଆପଣଙ୍କୁ ଭେଟି ଦେଉଛୁ ସତ୍ୟ, ନିଚ୍ଛକ, ବାସ୍ତବବାଦୀ ଖବର…

ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ ଓଡ଼ିଆ ଡ଼ିଜିଟାଲ୍ ମଞ୍ଚ “ତତ୍କାଳ ଓଡ଼ିଶା”..

Share