ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଭକ୍ତି ଗୀତ -‘ସୂନାବେଶ’
1 min read
Oplus_16908288
ଭୁବନେଶ୍ୱର//TATKAL ODISHA//
ଅନେକ ଦିନ ପରେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ମହାପ୍ରଭୁଙ୍କ “ସୂନାବେଶ” ଉପରେ ଗୋଟିଏ ହୃଦୟକୁ ଛୁଇଁଲା ଭଳି ଭକ୍ତି ଗୀତ ଗାନ କରିଛନ୍ତି I
ଯେତେ ଥର ଶୁଣିଲେ ବି ମନ ପୁରିବ ନାହିଁ….
- କଣ୍ଠ -ସତ୍ୟବ୍ରତ ସାହୁ
- ସଂଗୀତ -ବିଜୟ ଜେନା
- ଗୀତ -ଅରୁଣ ମନ୍ତ୍ରୀ
ଆସନ୍ତୁ… ଆଉ ଥରେ ଶୁଣି ପୁଣି ଭାବ ଓ ଭକ୍ତିରେ ତଲ୍ଲୀନ ହୁଅନ୍ତୁ…
