ଶେଷରେ ଇସ୍ତଫା ଦେଲେ ଧର୍ମେନ୍ଦ୍ର
1 min read
Oplus_16908288
ନୂଆଦିଲ୍ଲୀ,//TATKAL ODISHA//
ପରୀକ୍ଷା ଅନିୟମିତା ଏବଂ NEET ପ୍ରଶ୍ନପତ୍ର ଲିକ୍ ଉପରେ ତାଙ୍କର ଇସ୍ତଫା ଦାବି କରି ଛାତ୍ରମାନେ ଏକ ମାସ ଧରି ବୃହତ୍ ଆନ୍ଦୋଳନ କରିବା ପରେ ଶେଷରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି।
ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ପ୍ରଧାନ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି ।
ଧର୍ମେନ୍ଦ୍ର ତାଙ୍କର ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଏଇ ଘୋଷଣା କରିଛନ୍ତି I
Cockroach Janta Party ମଧ୍ୟରେ କେନ୍ଦ୍ର ସରକାରଙ୍କ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ଏଭଳି ସ୍ଥିତି ଉପୁଜିଛି I
