tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଫେବୃଆରୀ ୧୫ରେ ପାକିସ୍ତାନ ଭାରତ ସହ ଖେଳିବ ନାହିଁ

1 min read
  • ଟି ୨୦ ବିଶ୍ୱକପ

ନୂଆଦିଲ୍ଲୀ//TATKAL ODISHA//

ଫେବୃୟାରୀ ୭ରୁ ଟି ୨୦ ବିଶ୍ୱକପ ଆରମ୍ଭ ହେବ । ଫେବୃୟାରୀ ୧୫ରେ କଲମ୍ବୋରେ ଭାରତ -ପାକିସ୍ତାନ ମୁହାଁମୁହିଁ ହେବାର ଥିଲା I

ମାତ୍ର ଟି ୨୦ ବିଶ୍ୱକପରେ ପାକିସ୍ତାନ ଭାରତ ସହ ଖେଳିବ ନାହିଁ ବୋଲି ଘୋଷଣା କରିଛି I

ଏଥର ବିଶ୍ଵକପ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ପାକିସ୍ତାନ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ଭାରତ ସହ ବି ଖେଳିବାର ଅଛି I ହେଲେ ପାକିସ୍ତାନ ମନା କଲା ପରେ ସ୍ଥିତି ଗମ୍ଭୀର ହୋଇଛି I

Share

Leave a Reply