ନିଜ ଛେପ ନିଜେ ଢୋକିଛି ପାକିସ୍ତାନ : କଲମ୍ବୋରେ ଫେବ୍ରୁଆରି ୧୫ରେ ମ୍ୟାଚ
1 min read
- ନୂଆଦିଲ୍ଲୀ, କଲମ୍ବୋ,//TATKAL ODISHA//
ନିଜ ଛେପ ନିଜେ ଢୋକିଛି ପାକିସ୍ତାନ I ପାକିସ୍ଥାନ କ୍ରିକେଟ୍ ଦଳକୁ ସେଠାକାର ସରକାର ଭାରତ ବିପକ୍ଷରେ ଖେଳିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଫଳରେ କଲମ୍ବୋରେ ଫେବ୍ରୁଆରି ୧୫ରେ ମ୍ୟାଚ ଖେଳାଯିବ l
ବାଂଲାଦେଶକୁ ହାତ କରି ଭାରକୁ ଏକଘରିକିଆ କରିବାକୁ ଯୋଜନା କରିଥିବା ପାକିସ୍ତାନ ଏବେ ନିଜେ ଅଡୁଆ ଜାଲରେ ଫସି ଯାଇଛି I
ଆଇସିସ ଚେତାବନୀ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଗର୍ବ ଭାଙ୍ଗି ଯାଇଛି।
