ହ୍ୟୁମାନ ସାଗରଙ୍କ ଶେଷ ଚଳଚିତ୍ର ‘ଦର୍ପଣ’,ଶୁଣନ୍ତୁ.. ନୂଆ ଗୀତ-ଝରେ ଝରା ଶେଫାଳି
1 min read
- ଗୀତ, ସଂଗୀତ – ଟୁନୁ ପଟ୍ଟନାୟକ
ଭୁବନେଶ୍ୱର // TATKAL ODISHA // MUSIC //
- ହ୍ୟୁମାନ ସାଗରଙ୍କ ଶେଷ ଚଳଚିତ୍ର ” ଦର୍ପଣ “
- ଗୀତ – ଝରେ ଝରା ଶେଫାଳୀ
- ଗାୟକ ଓ ଗାୟିକା – ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ
- ଅଭିନୟରେ – ଅଙ୍କିତ୍ ଓ ତୃପ୍
- ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା – ଟୁନୁ ପଟ୍ଟନାୟକ
ଶୁଣନ୍ତୁ..
- ଶୁଣନ୍ତୁ TATKAL ODISHAରେ ସେଇ ସୁନ୍ଦର୍ ଭାବଭରା ରୋମାଣ୍ଟିକ ଟ୍ରାକ୍ ଗୀତ… ଝରେ ଝରା ଶେଫାଳି
