ସିନେମାରେ କାହିଁକି ଗୀତ ଗାଇବେ ନାହିଁ ଅରିଜିତ?
1 min read
ମୁମ୍ବାଇ //TATKAL ODISHA//
ବଲିଓଡର ଷ୍ଟାର ଗାୟକ ଅରିଜିତ ସିଂହ (୩୮) ସିନେମାରେ ଆଉ ଗୀତ ଗାଇବେ ନାହିଁ I ସେ ନିଜେ ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି I
ହେଲେ କେବଳ କନସର୍ଟ, କ୍ଲାସିକ ଗୀତ ଗାଇବେ I
ହେଲେ ସିନେମାରେ କାହିଁକି ଗୀତ ଗାଇବେ ନାହିଁ ଅରିଜିତ? କେଉଁ ସମସ୍ୟା ହେଲା??
ଅରିଜିତଙ୍କ ଆୟ
- ⚡️ମୋଟ ଆୟ: ₹୪୧୪ କୋଟି I
- ⚡️ଗୋଟିଏ ଗୀତ ପାଇଁ ନିଅନ୍ତି: ₹୮ରୁ ₹୧୦ ଲକ୍ଷ I
- ⚡️ଅନଲାଇନ ପ୍ଲାଟଫର୍ମରୁ ବର୍ଷକୁ ରୟାଲିଟି ମିଳୁଛି: ₹୭୦ କୋଟି I
- ⚡️ଅଧିକାଂଶ ସମୟ ସେ ନିଜ ଗାଁ (ପଶ୍ଚିମବଙ୍ଗ)ରେ ରୁହନ୍ତି I
ତାଙ୍କର ଏକ ସ୍ବେଛାସେବୀ ସଂଗଠନ ରହିଛି I ତାହା ହେଉଛି ‘ତତ୍ତ୍ୱମସି ଫାଉଣ୍ଡେସନ’ I ଏହା ଦ୍ୱାରା ସେ ଲୋକଙ୍କୁ ସହାୟତା କରୁଛନ୍ତି I ଆଗକୁ ବି କରିବେ I
