03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଶିଷ୍ଟ ବାମପନ୍ଥୀ ନେତା ଜନାର୍ଦନ ପତି ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

1 min read

Oplus_16908288

ଭୁବନେଶ୍ୱର //TATKAL ODISHA//

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍ଟୀବାଦୀ) ବା CPI(M) ର ବରିଷ୍ଠ ନେତା ତଥା ଲେଖକ, ସ୍ତମ୍ଭକାର ଜନାର୍ଦନ ପତି ଅସୁସ୍ଥ ହୋଇ  ସ୍ଥାନୀୟ କଳିଙ୍ଗ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। 

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ହାର୍ଟ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି I

ବୁଧବାର ସନ୍ଧ୍ୟା ପୂର୍ବରୁ ଅପରେସନହେବ ବୋଲି ଜଣାପଡିଛି I 

ଏଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ରାଜନୈତିକ ଜୀବନ ଓ ପରିଚୟ :

    • ରାଜନୈତିକ ଦଳ: ସିପିଆଇ(ଏମ୍) – CPI(M)
    • ପଦବୀ: ସେ ଦୀର୍ଘକାଳୀନ ରାଜ୍ୟ ସମ୍ପାଦକ (ପ୍ରାୟ ୨୪ ବର୍ଷ) ଏବଂ ସେଣ୍ଟ୍ରାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହାସହ ସେ ଟ୍ରେଡ୍ ୟୁନିୟନ (CITU) ର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
    • ସାମାଜିକ କାର୍ଯ୍ୟ: ଶ୍ରମିକ, କୃଷକ ଏବଂସାଧାରଣ ଜନତାଙ୍କ ଅଧିକାର ପାଇଁ ଆନ୍ଦୋଳନ ଏବଂ ସଂଗଠନ ଗଠନରେ ସେ ସବୁବେଳେ ଆଗରେ ଅଛନ୍ତି । 

Share

Leave a Reply