ଟି୨୦ ବିଶ୍ୱକପ କ୍ରିକେଟ, ଭାରତ ଚମ୍ପିୟାନ
1 min read
Oplus_16908288
- ତୃତୀୟ ଥର ପାଇଁ ବିଶ୍ଵଚମ୍ପିୟାନ ଭାରତ
- ସଞ୍ଜୁ ସାମସନ ମ୍ୟାନ ଅଫ ଟୁର୍ନାମେଣ୍ଟ
ଅହମ୍ମଦାବାଦ//TATKAL ODISHA//:
ପୁଣି ଇତିହାସ ରଚିଛି ଭାରତୀୟ କ୍ରିକେଟ ଟିମ I ୨୦୦୭, ୨୦୧୧ ଏବଂ ଏବେ ୨୦୨୬ ବିଶ୍ୱ କପ ତୃତୀୟ ଥର ପାଇଁ ହାତେଇଛି I
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଜୟ ଧ୍ୱଜା ଉଡାଇଛି ଭାରତ I

ନ୍ୟୂଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଭାରତ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି ।
ବ୍ୟାଟର ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଏହି ବିଜୟ ସହ ଅନେକ ରେକର୍ଡ ରେକର୍ଡ ମଧ୍ୟ କରିଛି ଭାରତ ।
ସଞ୍ଜୁ ସାମସନ ମ୍ୟାନ ଅଫ ଟୁର୍ନାମେଣ୍ଟ ହୋଇଛନ୍ତି I

ଟି ୨୦ ବିଶ୍ୱଚମ୍ପିୟାନ ହେବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଛି I
ବାଣ ଫୁଟାଇ ଲୋକେ ବିଜୟ ଉତ୍ସବ ମନାଇଛାନ୍ତି I
