tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଟି-୨୦ ବିଶ୍ୱକପ କ୍ରିକେଟ : ଭାରତର ଦ୍ଵିତୀୟ ବିଜୟ

1 min read
  • ନାମ୍ବିଆକୁ ହରାଇ ୯୩ ରନରେ ଜିତିଛି ଭାରତ

ନୂଆଦିଲ୍ଲୀ//TATKAL ODISHA//

ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନାମ୍ବିଆକୁ ହରାଇ ଟି-୨୦ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । 

 ଭାରତ ପ୍ରଥମେ ବ୍ୟାଟିଂ କରି ୨୧୦ ରନର ବିଜୟ ଲକ୍ଷ୍ୟ ନାମ୍ବିଆ ସମ୍ମୁଖରେ ରଖିଥିଲା । ନାମ୍ବିଆ ୧୮.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା I

ବରୁଣ ଚକ୍ରବର୍ତି ୩ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେବା ଯୋଗୁଁ ଭାରତ ୯୩ ରନରେ ଜିତିଛି । 

Share

Leave a Reply