tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୋମବାର : କେମିତି ବିତିବ ଦିନ

1 min read

ସଶକାବ୍ଦ -୧୯୪୮*

 *ସମ୍ବତ -୨୦୮୩**ଦିଲ୍ଲୀସ୍ୱରାଦ୍ଧ-୧୪୩୩**ସମ୍ବତ୍ସର-ସିଦ୍ଧାର୍ଥ**ଜ୍ୟେଷ୍ଠମାସ- କୃଷ୍ଣପକ୍ଷ**ତିଥି- ନବମୀ ଦିବା ଘ୦୩/୩୮ ଗତେ ଦଶମୀ*.

*ନକ୍ଷତ୍ର-  ଶତଭିଷା ରାତ୍ରି ଘ୦୨/୨୦ ଗତେ ପୂର୍ବଭାଦ୍ର*

*ଚନ୍ଦ୍ର- କୁମ୍ଭ**ଯୋଗ- ଇନ୍ଦ୍ର* 

*କରଣ – ଗର**ସୌରମାସ- ମେଷ ୨୮ ଦିନ*

*✧═════•❁❀❁•════✧*

*ସୁର୍ୟୋଦୟ-ପ୍ରାତଃଘ୦୫/୧୮/୨୮*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୩୨*

*✧═════•❁❀

*ଯୋଗିନୀ  ପୂର୍ବେ ଦିବା ଘ୦୩/୩୮ ଗତେ ଉତ୍ତରେ*

 *ମିଥୁନ ରାଶିର ଘାତବାର**

ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ରାତ୍ରି ଘ୦୨/୨୦ ଗତେ  ଏକପାଦ ପୁଷ୍କର ଦୋଷ**

✧═════•❁❀❁•═══*

*କାଳବେଳା  -ଦିବା ଘ୦୬/୫୦ ଗତେ ଘ୦୮/୨୫ ମଧ୍ୟେ* *ବାରବେଳା- ଦିବା ଘ୦୩/୦୦ ଗତେ ଘ୦୪/୩୭ ମଧ୍ୟେ* ══•❁❀❁•═*

ବିଶୁଦ୍ଧ ଅମୃତ ବେଳା-  ଦିବା ଘ୦୮/୨୬ ଗତେ ଘ୧୦/୦୬ ମଧ୍ୟେ ଓ ଘ୧୨/୩୦ଗତେ ଘ୦୨/୦୬ ମଧ୍ୟେ ଓ ରାତ୍ରି  ଘ୦୬/୫୯ଗତେ ଘ୦୯/୨୨ମଧ୍ୟେ**ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି*═✧*══•❁❀❁•═*════✧*ଅଦ୍ୟ  ଲାଉ ଦିବା ଘ୦୩/୩୮ ଗତେ କଲମ ଶାଗ ଭକ୍ଷଣ ନିଷେଧ*

  • ═✧══•❁❀❁•══
  • ଡ:ବାୟୁନନ୍ଦନ ମିଶ୍ର*   
  • *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ**ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
  • *ମୋବାଇଲ-9437064130*
  • *www.adrushyashaktiastro.com**✧═════•❁❀❁•═════✧* 
  • ꧁ ଆଜିର ରାଶିଫଳ꧂   *✧═════•❁❀❁•═════✧**
  • 🌹ମେଷ🌹
  • 👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।**✧═════•❁❀❁•═════✧**
  • 🌹ବୃଷ🌹
  • 👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।**✧═════•❁❀❁•═════✧*
  • *🌹ମିଥୁନ🌹
  • 👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।* *✧═════•❁❀❁•═════✧**
  • 🌹କର୍କଟ🌹
  • 👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।**✧═════•❁❀❁•═════✧**
  • 🌹ସିଂହ🌹
  • 👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
  • *✧═════•❁❀❁•═════✧**
  • 🌹କନ୍ୟା🌹
  • 👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।**✧═════•❁❀❁•═════✧
  • **🌹ତୁଳା🌹
  • 👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।**✧═════•❁❀❁•═════✧*
  • *🌹ବିଛା🌹
  • 👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।**✧═════•❁❀❁•═════✧
  • **🌹ଧନୁ🌹
  • 👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।* *✧═════•❁❀❁•═════✧
  • **🌹ମକର🌹
  • 👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।**✧═════•❁❀❁•═════✧**
  • 🌹କୁମ୍ଭ🌹
  • 👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।**✧═════•❁❀❁•═════✧**
  • 🌹ମୀନ🌹
  • 👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ।  କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।**✧═════•❁❀❁•═════✧**

Share

Leave a Reply