ସଂତୃପ୍ତ ମିଶ୍ର,ଦତ୍ତେଶ୍ବର ହୋତା ବିଜେଡି ପ୍ରାର୍ଥୀ
1 min read
- ବିଜେଡି -କଂଗ୍ରେସର ମିଳିତ ଭାବେ ଦତ୍ତେଶ୍ୱର ଜିତିବା ନିଶ୍ଚିତ
ଭୁବନେଶ୍ୱର//TATKAL ODISHA//
ବିଜେଡି ସୁପ୍ରିମୋ ପଟ୍ଟନାୟକ ପୁଣି ଥରେ ଚକମା ଦେଇଛନ୍ତି I ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି I
ସେମାନେ ହେଉଛନ୍ତି…
- ରାଜନୈତିକ ବ୍ୟାପାର ସଦସ୍ୟ ସନ୍ତୃପ୍ତ ମିଶ୍ର
- ସାଧାରଣ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା
ଡାକ୍ତର ହୋତା ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଡାକ୍ତର, ଯେ କି ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ଉପକୂଳପତି ଥିଲେ। ଡାକ୍ତର ହୋତାଙ୍କ ନାମକୁ ମଧ୍ୟ କଂଗ୍ରେସ ପୂର୍ବରୁ ଘୋଷଣା କରିଛି। ଫଳରେ ଚତୁର୍ଥ ପ୍ରାର୍ଥୀ ବର୍ତ୍ତମାନ ବିଜେଡି ଓ କଂଗ୍ରେସର ମିଳିତ ସହଯୋଗରେ ଯିବାର ସମ୍ଭାବନା ସୃଷ୍ଟି ହୋଇଛି।
