tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦେବେନ୍ଦ୍ର କୁମାର ଜେନା ହେଲେ ମୁଖ୍ୟ ସଚିବଙ୍କ ‘କନସଲଟାଣ୍ଟ’

1 min read

Oplus_16908288

ଭୁବନେଶ୍ୱର//TATKAL ODISHA//

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦେବେନ୍ଦ୍ର କୁମାର ଜେନା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କାର୍ଯ୍ୟାଳୟରେ ‘କନସଲଟାଣ୍ଟ’ ଭାବେ ନିଯୁକ୍ତି ପାଇଛନ୍ତି I

ଦେବେନ୍ଦ୍ର ବାବୁ ପୂର୍ବରୁ ଯୋଜନା ଓ ସଂଯୋଜନା ବିଭାଗରେ କାର୍ଯ୍ୟ କରିଥିଲେ I ଅବସର ପରେ ତାଙ୍କୁ ପାଞ୍ଚ ବର୍ଷ “ଓଏସଡି” ଭାବେ କାର୍ଯ୍ୟ କରିଥିଲେ I

ଅନୁ ଗର୍ଗଙ୍କ ସେ ଖାସ ଅଧିକାରୀ I ଭଲ କାମ କରିବାର ତାଙ୍କର ସୁନାମ ରହିଛି I

ଏବେ ଦେବେନ୍ଦ୍ର ବାବୁ ୬୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି I

ଶନିବାର ରାଜ୍ୟ ସରକାର ଶ୍ରୀ ଜେନାଙ୍କୁ ‘କନସଲଟାଣ୍ଟ’ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି I

ଏନେଇ ବିଧିବଦ୍ଧ ବିଜ୍ଞପ୍ତି ବି ପ୍ରକାଶ ପାଇଛି I

Share

Leave a Reply