କେଉଁ ନିୟମରେ ହେଲା ଭୋଟ୍, ଜାଣନ୍ତୁ ନିୟମ
1 min read
Oplus_16908288
ଭୁବନେଶ୍ୱର,//TATKAL ODISHA//
ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱତନ୍ତ୍ର ବିଧିବ୍ୟବସ୍ଥା ଓ ନିୟମ ରହିଛି।
– ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ।
ସେହି ଅନୁସାରେ ହିସାବ କଲେ ୧୪୭ ଆସନ ବିଶିଷ୍ଟ ବିଧାନସଭାର ମୋଟ ସଦସ୍ୟ/(ଖାଲି ପଡ଼ିଥିବା ରାଜ୍ୟସଭା ଆସନ+୧)+୧ ହେଉଛି= ୩୦.୪ । ଅର୍ଥାତ୍ ଜଣେ ପ୍ରାର୍ଥୀ ଜିତିବା ଲାଗି ଆବଶ୍ୟକ ୩୦ ଭୋଟ୍। ଅର୍ଥାତ ୩୦ଟି ପ୍ରଥମ ପସନ୍ଦ ଭୋଟ ମିଳିଲେ ଜଣେ ପ୍ରାର୍ଥୀ ଜିତିଯିବେ।

କୌଣସି ପସନ୍ଦ ଭୋଟ୍ ପ୍ରାୟ ନଷ୍ଟ ହେବାର ନାହିଁ, ଶେଷ ପସନ୍ଦ ଭାବେ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କ ସବୁ ଭୋଟ୍କୁ ଅନ୍ୟମାନଙ୍କୁ କ୍ରମ ଅନୁସାରେ ଟ୍ରାନ୍ସଫର କରିଦିଆଯିବ। ସେହି କ୍ରମରେ ପାଞ୍ଚ ପ୍ରାର୍ଥୀ ଥିଲେ ହେଁ ଚାରି ଆସନରେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
