tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୧୧ ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ

1 min read

Oplus_16908288

ଭୁବନେଶ୍ୱର,//TATKAL ODISHA//
‘କ୍ରସ୍ ଭୋଟିଂ’ କରିଛନ୍ତି ୧୧ ବିଧାୟକ । ଏଥିରୁ ବିଜେଡିରୁ ୬, କଂଗ୍ରେସରୁ ୩ ଓ ବିଜେଡିରୁ ନିଲମ୍ବିତ ୨ ସଭ୍ୟ ଅନ୍ତର୍ଭୁକ୍ତ। ବିଜେଡି ନେତା ପ୍ରତାପ ଦେଓ ମଧ୍ୟ ତାଙ୍କ ଦଳରୁ ୬ ଜଣ କ୍ରସ୍ ଭୋଟିଂ କରିଥିବା କଥା ମାନିଛନ୍ତି। ଯାହା ଅନୁମାନ କରାଯାଇଛି ଯେ, ନିମ୍ନରେ ପ୍ରଦତ୍ତ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ଭିତରୁ କିଛି ସଦସ୍ୟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।

କଂଗ୍ରେସ ବିଧାୟକ

  • ୧. ରମେଶ ଜେନା
  • ୨. ଦାଶରଥୀ ଗମାଙ୍ଗ
  • ୩. ସୋଫିଆ ଫିର୍କୋସ

ବିଜେଡି ବିଧାୟକ
-୧. ଚକ୍ରମଣି କହଁର

  • ୨. ସୌଭିକ ବିଶ୍ୱାଳ
  • ୩. ନବ କିଶୋର ମଲ୍ଲିକ
  • ୪. ସୁବାସିନୀ ଜେନା
  • ୫. ଦେବୀ ରଂଜନ ତ୍ରିପାଠୀ
  • ୬. ରମାକାନ୍ତ ଭୋଇ

ବିଜେଡ଼ି ନିଲମ୍ବିତ ବିଧାୟକ

  • ୧. ସନାତନ ମହାକୁଡ଼
  • ୨. ଅରବିନ୍ଦ ମହାପାତ୍ର

Share

Leave a Reply