ନମ୍ରତା ଦାସଙ୍କୁ ‘ମୋହନ ସୁନ୍ଦର ଗୋସ୍ୱାମୀ ସମ୍ମାନ’
1 min read
- ଘୋଷଣା ହେଲା ୨୦୨୪ ପାଇଁ ୩୬ ତମ ରାଜ୍ୟ ଚଳଚିତ୍ର ପୁରସ୍କାର
- ଭୋଟ ଚଳଚିତ୍ର ପାଇଁ ଅଜୟ ମହାପାତ୍ର ଶ୍ରେଷ୍ଠ କାହାଣୀକାର
ଭୁବନେଶ୍ୱର //TATKAL ODISHA //
ଓଡ଼ିଶାରେ ୩୬ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା ହୋଇଛି I ଲୋକପ୍ରିୟ ସିନେ ଅଭିନେତ୍ରୀ ନମ୍ରତା ଦାସ ଓରଫ ଡଲି ଅପା ୨୦୨୪ ବର୍ଷ ପାଇଁ ‘ମୋହନ ସୁନ୍ଦର ଗୋସ୍ୱାମୀ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି I

ସେହିପରି ବିଶିଷ୍ଟ କାହାଣୀକାର ଅଜୟ ମହାପାତ୍ର ଭୋଟ ଚଳଚିତ୍ର ପାଇଁ ପୁରସ୍କୃତ ହୋଇଛନ୍ତି I
ଅନ୍ୟ ବହୁ ବିଭାଗରେ ବହୁ କଳାକାର, ଫିଲ୍ମ ନିର୍ମାତା, ନିର୍ଦେଶକ, କ୍ୟାମେରାମ୍ୟାନ ପୁରସ୍କୃତ ହୋଇଛନ୍ତି I
ଦେଖନ୍ତୁ ତାଲିକା….


