ନୀଳଗିରିର ଝିଅ,ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ଭୋଟ ଦେଇ ବିଜୟୀ କରାନ୍ତୁ..
1 min read
ଭୁବନେଶ୍ୱର, ନୀଳଗିରି//TATKAL ODISHA//
ସ୍ୱାଭିମାନର ମାଟି ନୀଳଗିରିର ଝିଅ, ଓଡ଼ିଶାର ଗର୍ବ -ଜ୍ୟୋତିର୍ମୟୀ ନାୟକ ଏବେ ସୋନୀ ଟିଭିର ଇଣ୍ଡିଆନ ଆଇଡଲ କାର୍ଯ୍ୟକ୍ରମରେ ଧମାକା କରୁଛନ୍ତି I
ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଶ୍ରୋତାଙ୍କୁ ଜ୍ୟୋତିର୍ମୟୀ ମନ୍ତ୍ର ମୁଗ୍ଧ କରିଦେଇଛନ୍ତି I ଏପରିକି ବଲିଉଡ ହିରୋ-ହିରୋଇନ, ଗାୟକ-ଗାୟିକା ତାଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି I
ଜ୍ୟୋତିର୍ମୟୀ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଚ୍ଚା କରୁ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ସମେତ ସମଗ୍ର ରାଜ୍ୟରୁ ବହୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ଦରକାର I
ଏହାହିଁ TATKAL ODISHAର ଅପିଲ…
କେମିତି ଭୋଟ ଦେବେ ଫଟୋରେ ଦର୍ଶାଇଛୁ… ଜ୍ୟୋତିର୍ମୟୀ ବି ଓଡ଼ିଶାର ସହଯୋଗ ଲୋଡିଛନ୍ତି..

- ସୋନୀ ଟିଭିରେ ଦେଖନ୍ତୁ ‘ନୀଳଗିରି ଝିଅ, ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କ ମନ୍ତ୍ରମୁଗ୍ଧ ଗୀତ…
just touch select… & see the sony TV
https://www.facebook.com/share/v/1ALEQbMSan
