tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କାଉଣ୍ଟ ଡାଉନ ଆରମ୍ଭ : ମାର୍ଚ୍ଚ 28ରୁ IPL ଶୁଭାରମ୍ଭ

1 min read

ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା 2026 ଆଇପିଏଲ୍‌ର ପ୍ରଥମ ୨୦ଟି ମ୍ୟାଚ୍‌ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ‌୧୦ ଦଳ ଭାଗ‌ନେଉଥିଲା ‌ବେଳେ ମୋଟ ୮୪ ମ୍ୟାଚ୍‌ ଖେଳାଯିବ।

ଡିଫେଣ୍ଡିଂ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ମୁକାବିଲାରୁ ମ୍ୟାଚର ଶୁଭାରମ୍ଭ ହେବ। ଏହି ଉଦ୍‌ଘାଟନୀ ମୁକାବିଲା ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବ। ହେଲେ l ୧୩ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଗଠିତ କମିଟି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ଯାଞ୍ଚ କରିବେ। ଏହାପରେ ଏଠାରେ ମ୍ୟାଚ୍‌ ଆୟୋଜନ ଲାଗି ପ୍ରସ୍ତୁତି କାର୍ଯ୍ୟ ହେବ ବୋଲି ଆଇପିଏଲ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଲା

  • ମ୍ୟାଚ୍‌ ସ୍ଥାନ ସମୟ
    ତାରିଖ ମ୍ୟାଚ୍ ସ୍ଥାନ ସମୟ
    ମାର୍ଚ୍ଚ 28 ବେଙ୍ଗାଲୁରୁ vs ହାଇଦ୍ରାବାଦ ବେଙ୍ଗାଲୁରୁ ରାତି 7:30
    ମାର୍ଚ୍ଚ 29 ମୁମ୍ବାଇ vs କୋଲକାତା ମୁମ୍ବାଇ ରାତି 7:30
    ମାର୍ଚ୍ଚ 30 ରାଜସ୍ଥାନ vs ଚେନ୍ନାଇ ଗୁଆହାଟୀ ରାତି 7:30
    ମାର୍ଚ୍ଚ 31 ପଞ୍ଜାବ vs ଗୁଜରାଟ ନ୍ୟୁଚଣ୍ଡିଗଡ଼ ରାତି 7:30
    ଏପ୍ରିଲ 1 ଲକ୍ଷ୍ନୌ vs ଦିଲ୍ଲୀ ଲକ୍ଷ୍ନୌ ରାତି 7:30
    ଏପ୍ରିଲ 2 କୋଲକାତା vs ହାଇଦ୍ରାବାଦ କୋଲକାତା ରାତି 7:30
    ଏପ୍ରିଲ 3 ଚେନ୍ନାଇ vs ପଞ୍ଜାବ ଚେନ୍ନାଇ ରାତି 7:30
    ଏପ୍ରିଲ 4 ଦିଲ୍ଲୀ vs ମୁମ୍ବାଇ ଦିଲ୍ଲୀ ଅପରାହ୍ଣ 3:30
    ଏପ୍ରିଲ 4 ଗୁଜରାଟ vs ରାଜସ୍ଥାନ ଅହମଦାବାଦ ରାତି 7:30
    ଏପ୍ରିଲ 5 ହାଇଦ୍ରାବାଦ vs ଲକ୍ଷ୍ନୌ ହାଇଦ୍ରାବାଦ ଅପରାହ୍ଣ 3:30
    ଏପ୍ରିଲ 5 ବେଙ୍ଗାଲୁରୁ vs ଚେନ୍ନାଇ ବେଙ୍ଗାଲୁରୁ ରାତି 7:30
    ଏପ୍ରିଲ 6 କୋଲକାତା vs ପଞ୍ଜାବ କୋଲକାତା ରାତି 7:30
    ଏପ୍ରିଲ 7 ରାଜସ୍ଥାନ vs ମୁମ୍ବାଇ ଗୁଆହାଟୀ ରାତି 7:30
    ଏପ୍ରିଲ 8 ଦିଲ୍ଲୀ vs ଗୁଜରାଟ ଦିଲ୍ଲୀ ରାତି 7:30
    ଏପ୍ରିଲ 9 କୋଲକାତା vs ଲକ୍ଷ୍ନୌ କୋଲକାତା ରାତି 7:30
    ଏପ୍ରିଲ 10 ରାଜସ୍ଥାନ vs ବେଙ୍ଗାଲୁରୁ ଗୁଆହାଟୀ ରାତି 7:30
    ଏପ୍ରିଲ 11 ପଞ୍ଜାବ vs ହାଇଦ୍ରାବାଦ ନ୍ୟୁଚଣ୍ଡିଗଡ଼ ଅପରାହ୍ଣ 3:30
    ଏପ୍ରିଲ 11 ଚେନ୍ନାଇ vs ଦିଲ୍ଲୀ ଚେନ୍ନାଇ ରାତି 7:30
    ଏପ୍ରିଲ 12 ଲକ୍ଷ୍ନୌ vs ଗୁଜରାଟ ଲକ୍ଷ୍ନୌ ଅପରାହ୍ଣ 3:30
    ଏପ୍ରିଲ 12 ମୁମ୍ବାଇ vs ବେଙ୍ଗାଲୁରୁ ମୁମ୍ବାଇ ରାତ

Share

Leave a Reply