IAS ଅଦଳ ବଦଳ : ସ୍ମୃତି ରଞ୍ଜନ ପ୍ରଧାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ନୂଆ ଏମଡି
1 min read
ଭୁବନେଶ୍ୱର //TATKAL ODISHA//
ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଛି I ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ ପ୍ରଥମ ବଦଳି ତାଲିକା..
- ମନୀଷ ଅଗ୍ରୱାଲ , IAS (RR-2012), ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିଶନର, ଓଡିଶା ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ (ଅତିରିକ୍ତ ଦାୟିତ୍ଵ)ଙ୍କୁ ଓଡିଶା ସମବାୟ ସମିତି ସମୂହର ନିବନ୍ଧକ ଭାବରେ ନିଯୁକ୍ତ କରାଗଲା |
- ସ୍ମୃତି ରଞ୍ଜନ ପ୍ରଧାନ, IAS (NSCS-2012), ଅତିରିକ୍ତ ଶାସନ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଗଲା । ଶ୍ରୀ ପ୍ରଧାନ, IAS ଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଗଲା । ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଶ୍ରୀମତୀ ରଶ୍ମିତା ପଣ୍ଡା, IAS ଙ୍କ ଅତିରିକ୍ତ ଦାୟିତ୍ବ ଶ୍ରୀ ପ୍ରଧାନ, ଆଇଏଏସ୍ ଦାୟିତ୍ବ ଗ୍ରହଣ କରିବା ତାରିଖଠାରୁ ସମାପ୍ତ ହୋଇଯିବ।
- ସିଦ୍ଧାର୍ଥ ଦାସ, IAS (NSCS-2012), ନିବନ୍ଧକ, ଓଡିଶା ସମବାୟ ସମିତି ସମୂହ ଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ, ଓଡିଶା, କଟକ ଭାବରେ ନିଯୁକ୍ତ କରାଗଲା I
- ମଧୁସ୍ମିତା ସାହୁ, IAS (RR-2013), ଅତିରିକ୍ତ ଶାସନ ସଚିବ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ନିର୍ଦ୍ଦେଶକ, ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନ, ଓଡିଶା (ଅତିରିକ୍ତ ଦାୟିତ୍ଵ ) ଙ୍କୁ ନିର୍ଦ୍ଦେଶକ, ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ (TE & SCERT) ଭାବେ ନିଯୁକ୍ତ କରାଗଲା ।
- ଶ୍ରୀମତୀ ସାହୁ, IAS ଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଗଲା ।
- ଉପମା କାଲୋ, IAS (SCS-2014), ଅତିରିକ୍ତ କମିଶନର, ବନ୍ଦୋବସ୍ତ ଏବଂ ଚକବନ୍ଦୀ, ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତଙ୍କ କାର୍ଯ୍ୟାଳୟ, ସମ୍ବଲପୁରଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଗଲା ।
- ଲିଲି କୁମାରୀ କୁଲୁ, IAS (SCS-2014), ଅତିରିକ୍ତ ଶାସନ ସଚିବ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କୁ ସରକାରୀ ଉଦ୍ୟୋଗ ବିଭାଗ ର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଗଲା ।
- ସୋମେଶ କୁମାର ଉପାଧ୍ୟାୟ, IAS (RR-2017), ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମାଲକାନଗିରିଙ୍କୁ ନିର୍ଦ୍ଦେଶକ, ବୟନ ଏବଂ ହସ୍ତତନ୍ତ, ଓଡ଼ିଶା ଭାବରେ ନିଯୁକ୍ତ କରାଗଲା |
- ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, IAS (RR-2021), କମିଶନର, ବ୍ରହ୍ମପୁର ମହାନଗର ନିଗମ ତଥା ଉପାଧ୍ୟକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ଅତିରିକ୍ତ ଦାୟିତ୍ଵ) ଙ୍କୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମାଲକାନଗିରି ଭାବରେ ନିଯୁକ୍ତ କରାଗଲା ।

ଦ୍ଵିତୀୟ ବଦଳି ତାଲିକା …
- ରମ୍ ସସ୍ୟ ରେନ୍ଦି, IAS (RR-2022), ଉପ-ଜିଲ୍ଲାପାଳ, ଜୟପୁର ଙ୍କୁ ବ୍ରହ୍ମପୁର ମହାନଗର ନିଗମର ଆୟୁ ୟୁକ୍ତ ଭାବରେ ନିଯୁକ୍ତ କରାଗଲା ।
- ଶ୍ରୀମତୀ ରେନ୍ଦି, IAS ଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଗଲା I
- ପାଳ, ବଣେଇ ଙ୍କୁ ଅତିରିକ୍ତ ନଂ. ୮୧୧୩/ AIS.I. ଶ୍ରୀ ଅକ୍ଷୟ ପିଲେ, IAS (RR-2022), ଉପ-ଜିଲ୍ଲାପାଳ ଜିଲ୍ଲାପାଳ ପାରାଦୀପ ଭାବରେ ନିଯୁକ୍ତ କରାଗଲା ।
- ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୧୪ (୨) ରେ ପ୍ରଦତ୍ତ ଦତ୍ତ କ୍ଷମତା ଅନୁଯାୟୀ, ରାଜ୍ୟ ସରକାର ଏତଦ୍ଦଦ୍ୱାରା ଶ୍ରୀ ଅକ୍ଷୟ ପିଲେ, IAS ଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପାରାଦୀପ ଭାବରେ ନିଯୁକ୍ତ କଲେ।
- ନଂ. ୮୧୧୪/ AIS.I. ଶ୍ରୀମତୀ ଅରୁଗୁଲା ସ୍ନେହା, IAS (RR-2022), ଉପ-ଜିଲ୍ଲାପାଳ, ପଦମପୁର ଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ଭ ଭାବରେ ନିଯୁକ୍ତ କରାଗଲା।
- ନଂ. ୮୧୧୫/ AIS.I. ଶ୍ରୀ ସମୀର କୁମାର ଜେନା, IAS (RR-2022), ଉପ-ଜିଲ୍ଲାପାଳ, ତାଳରେ ଳଚେର ଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧୂକାରୀ, ଜିଲ୍ଲା ପରିଷଦ, ଗଞ୍ଜାମ ଭାବରେ ନିଯୁକ୍ତ କରାଗଲା ।
- ନଂ.୮୧୧୬/ AIS.I. ଶ୍ରୀ ସୌମ୍ୟରଂଜନ ପ୍ରଧାନ, ଆଇଏଏସ୍ (RR-2022), ଉପ-ଜିଲ୍ଲାପାଳ, ରାଇରଙ୍ଗପୁର ଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ, କାଲାହାଣ୍ଡି ଭାବରେ ନିଯୁକ୍ତ କରାଗଲା |

