tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

1 min read
  • ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର//TATKAL ODISHA //

ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଆଉ ଇହ ଜଗତରେ ନାହାନ୍ତି I ଏମ୍ସରେ ଚିକିତ୍ସାଧୀନ ଥିଲା ବେଳେ ମୃତ୍ୟୁ ବରଣ କରିଛନ୍ତି I

ସ୍ବର୍ଗତ ସାଗରଙ୍କ ବୟସ ମାତ୍ର ୩9 ବର୍ଷ I ସେ ପିଲା ଦିନରୁ ଗୀତ ପ୍ରତି ଆକର୍ଷିତ ଥିଲେ I

ବର୍ତମାନ ସୁଦ୍ଧା ସେ ୮ ହଜାରରୁ ଅଧିକ ଗାଇଥିଲେ I ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି I

ହ୍ୟୁମାନ ସାଗରଙ୍କ ଶେଷ ଚଳଚିତ୍ର ଗୀତ…

// E-TATKAL//

ଟୁନୁ ପଟ୍ଟନାୟକଙ୍କ music, ହ୍ୟୁମାନ ସାଗରଙ୍କ କଣ୍ଠରେ ନୂଆ ଫିଲ୍ମ ଗୀତ ଶୁଣନ୍ତୁ.. ‘ଝରେ ଝରା ଶେଫାଳି’…

Share

Leave a Reply