03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ବଢ଼ିଲା ଅଡୁଆ, ଥାନାରେ ଏତଲା

1 min read

ଭୁବନେଶ୍ୱର//TATKAL ODISHA// 

ପୁଣି ଥରେ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ଅଡୁଆ ବଢ଼ିଛି I ତାଙ୍କ ନାଁରେ  ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ବାଲିପାଟଣା ଥାନାର ଏତଲା ଦେଇଛନ୍ତି ପଦ୍ମିନୀ ଦାଶ। 

ଯାତ୍ରା କଳାକାର ସାଇ ସତ୍ୟଜିତ ପଣ୍ଡାଙ୍କ ମାଆ ହେଉଛନ୍ତି ପଦ୍ମିନୀ।

ଖଳନାୟକ ଭୂମିକାରେ ଅଭିନୟ କରନ୍ତି ସାଇ ସତ୍ୟଜିତ।

 ତୁଳସୀ ଗଣନାଟ୍ୟରେ କାମ କରୁଥିବା ସାଇ ସତ୍ୟଜିତଙ୍କୁ

ମାନସିକ ନିର୍ଯାତନା ସହ ଧମକ ଦେଉଥିବା ଅଭିଯୋଗ ହେଉଛି। 

Share

Leave a Reply