tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଅଗଷ୍ଟ ୧୫ ସୁଦ୍ଧା ଜେଲରୁ ମୁକ୍ତ ହେବେ ଦାରା ସିଂ

1 min read

Oplus_16908288

ନୂଆଦିଲ୍ଲୀ, ଭୁବନେଶ୍ୱର, କଟକ //TATKAL ODISHA//

ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଜେଲରେ ଥିବା ଦାରା ସିଂ ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇବେ I 

ମଙ୍ଗଳବାର ଏନେଇ ବଡ଼ ସୂଚନା ଦେଇଛନ୍ତି  ଦାରା ସିଂଙ୍କ ଓକିଲ ଏପି ସିଂ। ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂ ମୁକ୍ତି  କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Share

Leave a Reply