ଆଉ ୬ମାସ: ଦୁବାଇ,ସିଙ୍ଗାପୁରକୁ ବିମାନ ଉଡ଼ାଣ ପାଇଁ ସହାୟତା
1 min read![]() | |||
– ଦୁଇ ରୁଟ୍ ପାଇଁ ଭିଜିଏଫ୍ ଅର୍ଥ ପରିମାଣ ୨୬.୮୭ କୋଟି
ଭୁବେନଶ୍ୱର,/TATKAL ODISHA//
ଭୁବେନଶ୍ୱରରୁ ଦୁବାଇ ଏବଂ ଭୁବେନଶ୍ୱରରୁ ସିଙ୍ଗାପୁରକୁ ଚଳାଚଳ କରୁଥିବା ବିମାନ ସେବା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାେଇଦେବ।
ଏହି ଦୁଇ ରୁଟ୍ ପାଇଁ ୬ ମାସର ଭିଜିଏଫ୍ (ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ) ସହାୟତା ପାଇଁ ପ୍ରାୟ ୨୬.୮୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ୧୦୬୦ କୋଟି ଭି-ମାନ ବେଜଟ୍ ୨୦୨୫-୨୬ ଆଥିର୍କ ବର୍ଷ ମଧ୍ୟରୁ ବ୍ୟୟ ହେବ। ପରବର୍ତ୍ତୀ ସମୟେର ଏହା ଚାଲୁ ରହିବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି େନେବ।
ରାଜ୍ୟ କ୍ୟାବେିନଟ୍ ବୈଠକ ପେର ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶ।।ସନ ସଚିବ ଅନୁଗଗ।ର୍ ସେ କହିଛନ୍ତି ଯେ, ଭୁବେନଶ୍ୱରରୁ ଦୁବାଇ ଏବଂ ଭୁବେନଶ୍ୱରରୁ ସିଙ୍ଗାପୁର ମଧ୍ୟେର ବିମାନେସବୋର େଯେତ ଯାତ୍ରୀ ହେବା କଥା ହେଉନାହାନ୍ତି। ତେଣୁ ପ୍ରବଳ କ୍ଷତି ହେଉଛି। ଯାତ୍ରୀ ସଂଖ୍ୟା ହ୍ରାସ ଓ ବିମାନ ସେବା ବନ୍ଦ ହେବାର ଆଶଙ୍କା ଦୃଷ୍ଟେିର ରଖି ରାଜ୍ୟ ସରକାର ଆଗାମୀ ୬ ମାସ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ପ୍ରଦାନ କରେିବ। ବତ୍ତର୍ମାନ ଇଣ୍ଡେିଗା ଦ୍ୱାରା ଏହି ସେବା ଉପଲବ୍ଧ ହେଉଛି।

