ତିନି ଆଇଏଏସ ଏସିଏସ ପାହ୍ୟାକୁ ପଦୋନ୍ନତି
1 min read
ଭୁବନେଶ୍ୱର /TATKAL ODISHA//
ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ୧୯୯୬ ବ୍ୟାଚ୍ର ୩ ବରିଷ୍ଠ ଆଇଏଏସ I ସେମାନେ ହେଉଛନ୍ତି ଶାଶ୍ବତ ମିଶ୍ର, ବିଶାଳ ଦେବ ଓ ଉଷା ପାଢ଼ୀ।
ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I କେବଳ ୩ ବରିଷ୍ଠ ଆଇଏଏସ ନୁହନ୍ତି କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବ ବି ପଦୋନ୍ନତି ପାଇଛନ୍ତି।
