ଜିଲ୍ଲା ସୋମେଶ କୁମାର ଉପାଧ୍ୟାୟ ଭଦ୍ରକ ନୂଆ ଜିଲ୍ଲାପାଳ 1 min read 30/07/2026 ଭୁବନେଶ୍ୱର//TATKAL ODISHA// ଦିଲ୍ଲୀପ କୁମାର ରାଉତରାୟ ୩୧ ଜୁଲାଇରେ ଅବସର ନେଉଥିବାରୁ ଗୋଟିଏ ଦିନ ପୂର୍ବରୁ ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ 2017 ବ୍ୟାଚର ଆଇଏଏସ ସୋମେଶ କୁମାର ଉପାଧ୍ୟାୟ ନିଯୁକ୍ତି ପାଇଛନ୍ତି I ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I Share Continue Reading Previous ଏବଂ ପ୍ରବର୍ତ୍ତିତଂ ଚକ୍ରଂ ନାନୁବର୍ତ୍ତୟତୀହ ଯଃ।ଅଘାୟୁରିନ୍ଦ୍ରିୟାରାମୋ ମୋଘଂ ପାର୍ଥ ସ ଜୀବତି॥Next ୟସ୍ତ୍ୱାତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ।ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ୟଂ ନ ବିଦ୍ୟତେ ॥