tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ହସ୍ପିଟାଲରେ ସୋନିଆ ଗାନ୍ଧି, ପୁଣି ଅସୁସ୍ଥ

1 min read

Oplus_16908288

ନୂଆଦିଲ୍ଲୀ //TATKAL ODISHA//

ସୋନିଆ ଗାନ୍ଧି ପୁଣି ଥରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ହସ୍ପିଟାଲରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିବା ସୂଚନା ମିଳିଛି I

Share

Leave a Reply