୨୩ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିଯୁକ୍ତ : ସୁନ୍ଦରଗଡ଼ରେ ସନ୍ତୋଷ କୁମାର ଅମାତ
1 min read
Oplus_16908288
ଦୀର୍ଘଦୀନ ପରେ ଏସ୍ଡିସି ପରିଷଦ ଘୋଷଣା
ଭୁବନେଶ୍ୱର//TATKAL ODISHA//
ଜନଜାତିଙ୍କ ସାମଗ୍ରିକ ବିକାଶ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍ଡିସି ଘୋଷଣା ସହ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ପାଇଛନ୍ତି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ କୁମାର ଅମାତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧ୍ୟକ୍ଷ ହୋଇଥିବାବେଳେ ଗାଙ୍ଗି କିଣ୍ଡୋ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।
- ଦେବଗଡ଼ ଜିଲ୍ଲା ପାଇଁ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ)।
- ଢେଙ୍କାନାଳ ଜିଲ୍ଲା ପାଇଁ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ) । ଗଜପତି ଜିଲ୍ଲା କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) । ଗଞ୍ଜାମ ଜିଲ୍ଲା ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ) ।
- ଯାଜପୁର ଜିଲ୍ଲା ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ) ।
- ଝାରସୁଗୁଡ଼ା ଜିଲ୍ଲା ପାଇଁ ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ) ।

କଳାହାଣ୍ଡି ଜିଲ୍ଲା ପାଇଁ ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ) । କନ୍ଧମାଳ ଜିଲ୍ଲା ପାଇଁ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ),କଳ୍ପନା କହଁର (ଉପାଧ୍ୟକ୍ଷ) ଭାବେ ନିଯୁକ୍ତି ପାଇଛନ୍ତି।
- କୋରାପୁଟ ଜିଲ୍ଲା ପାଇଁ ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ) ହୋଇଥିବାବେଳେ ମାଲକାନଗିରି ଜିଲ୍ଲା ପାଇଁ ଗଙ୍ଗାଧର ସୋଡି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମୀ ( ଉପାଧ୍ୟକ୍ଷ)
- କେନ୍ଦୁଝର ଜିଲ୍ଲା ପାଇଁ ମମିତା ନାୟକ (ଅଧ୍ୟକ୍ଷ), ମାନସ କୁମା ନାଏକ ( ଉପାଧ୍ୟକ୍ଷ) ।
- ମୟୁରଭଞ୍ଜ ଜିଲ୍ଲା ଡ.ବୁଦ୍ଧନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟ ନାଏକ ( ଉପାଧ୍ୟକ୍ଷ) ।
- ନବରଙ୍ଗପୁର ଜିଲ୍ଲା ପାଇଁ ବାସନ୍ତୀ ମାଝୀ, (ଅଧ୍ୟକ୍ଷ) ତ୍ରିନାଥ ଭତ୍ରା (ଉପାଧ୍ୟକ୍ଷ)।
- ଅନୁଗୁଳ ଜିଲ୍ଲା ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ) ।
- ବଲାଙ୍ଗିର ଜିଲ୍ଲା ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ) ।
- ବାଲେଶ୍ୱର ଜିଲ୍ଲା ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ) ।
- ବରଗଡ଼ ଜିଲ୍ଲା ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ) ।
- ବୌଦ୍ଧ ଜିଲ୍ଲା ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ),
- ନୟାଗଡ଼ ଜିଲ୍ଲା ପାଇଁ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ) ।
- ନୂଆପଡ଼ା ଜିଲ୍ଲା ପାଇଁ ଇଂ ହୋମେସସିଂହ ମାଝୀ (ଅଧ୍ୟକ୍ଷ), ବେଲମାତି ମାଝୀ (ଉପାଧ୍ୟକ୍ଷ) ।
- ରାୟଗଡ଼ା ଜିଲ୍ଲା ପାଇଁ ବିଦ୍ୟାଧର ଶବର, (ଅଧ୍ୟକ୍ଷ), ମଞ୍ଜୁଲା ମିନିଆକା (ଉପାଧ୍ୟକ୍ଷ) ।
- ସମ୍ବଲପୁର ଜିଲ୍ଲା ପାଇଁ ଭାଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) ହୋଇଛନ୍ତି।
