03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୨୦୩୦ ସୁଦ୍ଧା ଓଡ଼ିଶା ଯୋଗାଇବ ୧୦୦ ନିୟୁତ ଟନ୍ ଇସ୍ପାତ

1 min read

ଭୁବନେଶ୍ୱର //TATKAL ODISHA//

ବର୍ତ୍ତମାନ ଓଡ଼ିଶାରେ ବାର୍ଷିକ ପ୍ରାୟ ୪୫.୬୨ ନିୟୁତ ଟନ୍ (MTPA) ସ୍ଥାପିତ କ୍ଷମତା ବିଶିଷ୍ଟ କାର୍ଯ୍ୟକ୍ଷମ ୫୫ଟି ଇସ୍ପାତ କାରଖାନା ଅଛି, ଯାହା ଦେଶର ମୋଟ ସ୍ଥାପିତ ଇସ୍ପାତ କ୍ଷମତାର ପ୍ରାୟ ୨୩% ।

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ଦେଇ ଏହା ତଥ୍ୟ ରଖିଛନ୍ତି ରାଜ୍ୟପାଳ ଡ଼ ହରି ବାବୁ କୁମ୍ବମ ପାଟି I

ରାଜ୍ୟପାଳ କହିଛନ୍ତି ଯେ, ମୁଣ୍ଡପିଛା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ I

୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ୍ ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ୧୦୦ ନିୟୁତ ଟନ୍ ଇସ୍ପାତ ଯୋଗାଇବାକୁ ଓଡ଼ିଶା ନିଜକୁ ପ୍ରସ୍ତୁତ ରଖୁଛି ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି ।

Share

Leave a Reply