ସ୍ବାଗତଂ ନୂଆ ବର୍ଷ ୨୦୨୬
1 min read
- TATKAL ODISHAର ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ…
ସ୍ବାଗତଂ ନୂଆ ବର୍ଷ ୨୦୨୬
ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ…
ନୂତନ ବର୍ଷର ନୂଆ ସକାଳ ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ଏହି ନୂଆବର୍ଷ ଆପଣଙ୍କ ଜୀବନରେ ଭରିଦେଉ ସୁଖ,ଶାନ୍ତି ଓ ମୈତ୍ରୀର ସୁନେଲି କିରଣ।

ଆପଣଙ୍କ ଚଲାପଥ କୁସୁମିତ ହେବା ସହ ନୂତନ ବର୍ଷର ପ୍ରତ୍ୟେକ ଦିନ ଆପଣଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉ।
ଏଇ ଦିନରେ ଆମ ସଂସ୍କୃତିକୁ ବୁଝିବା, ଅନୁଭବ କରିବା ହେଉଛି ଆମ ମୂଳ ଭିତ୍ତିଭିତ୍ତି..
ତେଣୁ, ନୂତନ ବର୍ଷଟି ଆପଣ ଏବଂ ଆପଣଙ୍କ ପରିବାର ପାଇଁ ସୁଖମୟ ଏବଂ ଆନନ୍ଦମୟ ହେଉ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ପାଇଁ TATKAL ODISHAର ପ୍ରାର୍ଥନା…🙏❤️🙏
