ଓଡିଶା ACS ହେଲେ ଅରବିନ୍ଦ ପାଢ଼ୀ, ସୁଶୀଲ କୁମାର ଲୋହାନି 1 min read 31/12/2025 ଭୁବନେଶ୍ୱର //TATKAL ODISHA// ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଲେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢ଼ୀ ଓ ସୁଶୀଲ କୁମାର ଲୋହାନି I ବର୍ଷ ଶେଷ ଦିନ ଅର୍ଥାତ ବୁଧବାରରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I Share Continue Reading Previous ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାNext ସ୍ବାଗତଂ ନୂଆ ବର୍ଷ ୨୦୨୬