tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଅମୃତ ବାଣୀ : ତୁମେ ହିଁ ନିଜର ବନ୍ଧୁ ଓ ତୁମେ ହିଁ ନିଜର ଶତ୍ରୁ

1 min read

  • ସୁଖ ଓ ଦୁଃଖ ଉଭୟ ତୁମ ନିଜ ଭିତରେ ହିଁ ରହିଛି । ଯଦି ତୁମେ ସର୍ବଦା ଆତ୍ମସ୍ଥ ହେବ, ତେବେ କେବଳ ସୁଖ ହିଁ ପାଇବ ।
  • 2) ତୁମେ ହିଁ ନିଜର ବନ୍ଧୁ ଓ ତୁମେ ହିଁ ନିଜର ଶତ୍ରୁ
  • 3)ତାଙ୍କ ଠାରେ ଆତ୍ମ ସମ ସମର୍ପଣ କର । ମୁହୂର୍ତ୍ତକ ମଧ୍ୟରେ ଶାନ୍ତି ଓ ପ୍ରେମ ଲାଭ କରିବ ।
  • 4)ଥରେ ଜଣେ ଅସୁଖୀ ହେଲେ ତୁମେ ତାଙ୍କୁ ନିଜ ମାନସିକ ଅବସ୍ଥା ଭିତରକୁ ଆଣିପାରିବ ରିବ ନାହିଁ, ଏହା ଅତ୍ଯନ୍ତ କଷ୍ଟ ।
  • 5)ଭୁଲ୍, ଭୁଲ୍ ପାଇଁ ନୁହେଁ, ବରଂ ଏହା ସଂଶୋଧନ ପାଇଁ ଉଦ୍ଦିଷ୍ଟ । ମାୟା ମାୟା ପାଇଁ ନୁହେଁ, ଏହା ମୁକ୍ତି ନିମିତ୍ତ ଉଦ୍ଦିଷ୍ଟ ।
  • 6)କେବଳ ଅନୁତାପ ବଳରେ ଜଣେ ନିଜର ସମସ୍ତ ତ୍ରୁଟି ସଂଶୋଧନ କରିବା ସହିତ ନିଜ ଭିତରେ ଥିବା ଅସତ୍ୟକୁ ମଧ୍ୟ ଦୂର କରିଦେଇ ପାରିବ ।
  • 7)ଯେତେବେଳେ ନକାରାତ୍ମକ ଚିନ୍ତାଧାରା ତୁମ ଭିତରକୁ ପ୍ରବେଶ କରୁଛି, ସେତେବେଳେ ଆନ୍ତରିକତା ସହ ପ୍ରାର୍ଥନା କର, ହେ ପ୍ରଭୁ ! ମତେ ଏଥର ମୁକ୍ତ କରିଦିଅ’, ତୁମେ ନିଶ୍ଚୟ ଏଥିରୁ ମୁକ୍ତି ପାଇବI
Share

Leave a Reply