tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଷ୍ଣୁ ଜିଏର ପୁଣି ଓଏସଡି, ଗିରିଶ ନୂଆ ସ୍ୱାସ୍ଥ୍ୟ ସଚିବ

1 min read

ଭୁବନେଶ୍ୱର//TATKAL ODISHA //

ଓଡ଼ିଶା ସରକାର ପୁଣି ଥରେ ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ବଦଳି କରିଛନ୍ତି I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

ଦେଖନ୍ତୁ ତାଲିକା…

  • ବରିଷ୍ଠ ଆଇଏଏସ ତଥା ଅଧ୍ୟକ୍ଷ ଓଡ଼ିଶା ବନ ଉନ୍ନୟନ ନିଗମ ତଥା ମୁଖ୍ୟ ପ୍ରଶାସକ, KBK (ଅତିରିକ୍ତ ଦାୟିତ୍ଵ) ବିଷ୍ଣୁ ସେଠୀ ପୁଣି ବଦଳିଛନ୍ତି I ସେ ସ୍ୱତନ୍ତ୍ର ଅଧିକାରୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଭାବେ ନିଯୁକ୍ତ ହୋଇଛନ୍ତି I

, ଗିରିଶ ଏସ୍.ଏନ୍., କମିଶନର ତଥା ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କୁ କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭାବେ ନିଯୁକ୍ତ କରାଗଲା।

ଅଶ୍ବତୀ ଏସ୍., କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, SITI-ଓଡିଶା (ଅତିରିକୁ ଦାୟିତ) ଙ୍କୁ ସତନ୍ତ୍ର ଶାସନ ସଚିବ, ଅର୍ଥ ବିଭାଗ ଭାବେ ନିଯୁକ୍ତ କରାଗଲା ।

ଶ୍ରୀମତୀ ଅଶ୍ବତୀ ଏସ୍., IAS ଙ୍କୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, SITI-ଓଡିଶା ଭାବେ ଅତିରିକୁ ଦାୟିତ୍ୱ ପ୍ରଦାନ କରାଗଲା I

  • କେନ୍ଦ୍ରୀୟ ଡେପୁଟେସନ୍‌ରୁ ପ୍ରତ୍ୟାବର୍ତ୍ତନ ପରେ, ଶ୍ରୀମତୀ ରୂପା ମିଶ୍ର, IAS (RR-2004) ଙ୍କୁ କମିଶନର ତଥା ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଭାବେ ନିଯୁକ୍ତ କରାଗଲା।
Share

Leave a Reply