ଆଇଏଏସ ଅଦଳବଦଳ : ମହେଶ୍ୱର ସ୍ୱାଇଁ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ
1 min read
ଅନ୍ୟା ଦାସ ନବରଙ୍ଗପୁର, ମଧୁସ୍ମିତା ନୂଆପଡା ଜିଲ୍ଲାପାଳ
ଭୁବନେଶ୍ୱର //TATKAL ODISHA //
ଆଇଏଏସ ସ୍ତରରେ ଛୋଟ ଅଦଳବଦଳ ହୋଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ଶାସନ ସଚିବ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ହୋଇଛନ୍ତି I
ସେହିପରି ଛୁଟିରେ ଥିବା ଶ୍ରୀମତୀ ମଧୁସ୍ମିତା ନୂଆପଡା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I
ନବରଙ୍ଗପୁର ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଭାବେ ବଦଳି ହୋଇଛନ୍ତି I
ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ ବଦଳି ତାଲିକା….


