03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

1 min read
  • TATKAL ODISHA ରିପୋର୍ଟ ପୁଣି ସତ

ଭୁବନେଶ୍ୱର //TATKAL ODISHA //

ନୂଆ ବର୍ଷରୁ କିଏ ଧରିବେ ଅନୁ ଗର୍ଗ I ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ” ହୋଇଛନ୍ତି I


ସରକାରୀ ଭାବେ ଘୋଷଣା ହୋଇଛି ।

ବର୍ତମାନର ମୂଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟ କାଳ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ।

“ଅନୁ ଗର୍ଗ ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ । ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ରୁ ଶିକ୍ଷା ଲାଭ କରିଛନ୍ତି” 

ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଥିବା ବେଳେ ତାଙ୍କ ଅଧିନରେ ଜଳ ସମ୍ପଦ, ଯୋଜନା ଓ ସମନୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ ରହିଛି ।

ଦେଖନ୍ତୁ TATKAL ODISHA କଣ ରିପୋର୍ଟ ଦେଇଥିଲା??

// BIG DISCUSSION//
ନୂଆବର୍ଷରୁ ଶାସନର ‘ମଙ୍ଗ’ ଧରିବେ ଅନୁ?

Share

Leave a Reply