03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନିଗମ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଖୁବଶୀଘ୍ର

1 min read

ଭୁବନେଶ୍ୱର//TATKAL ODISHA//

ପ୍ରତୀକ୍ଷାର ଅନ୍ତ ଘଟିଛି I ବିଭିନ୍ନ ନିଗମ ପାଇଁ ଚୂଡାନ୍ତ ନିଷ୍ପତ୍ତି ସରିଛି I ଏନେଇ ପ୍ରସ୍ତୁତ ତାଲିକାରେ କେନ୍ଦ୍ର ନେତୃତ୍ୱଙ୍କର ମୋହର ବାଜିଛି I

ଅଧ୍ୟକ୍ଷ ନିଯୁକ୍ତି ନେଇ ଘୋଷଣା ଖୁବଶୀଘ୍ର I

ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ I

Share

Leave a Reply