ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ : ସକାଳ ୬. ୨୦ରୁ ହାଣ୍ଡି ଛାଡ଼
1 min read
Oplus_16908288
ଭୁବନେଶ୍ୱର//TATKAL ODISHA//
ଦୋଳ ପୂର୍ଣ୍ଣମୀରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେଉଛି I
ଗ୍ରହଣସ୍ପର୍ଶ ଅପରାହ୍ନ ୩. ୨୦ ମିନିଟ୍ ରେ ହେଉଥିବାବେଳେ ସର୍ବମୋକ୍ଷ ହେବ ସନ୍ଧ୍ୟା ୬. ୪୭ ମିନିଟ୍ I
- ସକାଳ ୬. ୨୦ ମିନିଟ୍ ସମୟରୁ ହାଣ୍ଡି ଛାଡ଼ କରିବାକୁ ହେବ I
- ସନ୍ଧ୍ୟା ୬. ୪୭ ମିନିଟ୍ ପରେ ପାକ ରନ୍ଧନ, ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ I
ତେବେ ରୋଗୀ, ଶିଶୁ ଓ ଅସୁସ୍ଥଙ୍କ ପାଇଁ ପାକ ନିଷେଧ ନିୟମ ଲାଗୁ ହେବ ନାହିଁ I
