ଭୁବନେଶ୍ୱର //TATKAL ODISHA//
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ଦୁଇ ନେତା ତଥା ଦଳୀୟ ବିଧାୟକ ନିଲମ୍ବିତ ହୋଇଛନ୍ତି I
ସେମାନେ ହେଉଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ I
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ନିର୍ଦେଶନାମା ପ୍ରକାଶ ପାଇଛି I