ଯୁଦ୍ଧ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିୟନ୍ତ୍ରଣ କକ୍ଷ ସ୍ଥାପନ
1 min read
Oplus_16908288
ନୂଆଦିଲ୍ଲୀ //TATKAL ODISHA//
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକାକୁ ଦୃଷ୍ଟିରେ ରଖି, ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଦେଶ ପାଇଁ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।
ସେଇ ଦେଶ ଗୁଡିକ ହେଉଛି ଇରାନ, ଇରାକ, ଇସ୍ରାଏଲ, ଜର୍ଡାନ, କୁଏତ ଓ ଲେବନାନ I

ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲା ରହିବ I ଏହି ସମୟ ମଧ୍ୟରେ ଯେକେହି ଯୋଗାଯୋଗ କରାଯାଇପାରିବେ ।
- ଟୋଲ୍-ଫ୍ରି ନମ୍ବର-୧୮୦୦୧୧୮୭୯୭
- +୯୧ ୧୧ ୨୩୦୧ ୨୧୧୩
- +୯୧ ୧୧ ୨୩୦୧ ୪୧୦୪
- +୯୧ ୧୧ ୨୩୦୧ ୭୯୦୫
- ଵାହରାଇନ୍: +୯୭୩ ୩୯୪୧୮୦୭୧
- ଇରାନ୍: +୯୮ ୯୧୨୮୧୦୯୧୧୫ / +୯୮ ୯୧୨୮୧୦୯୧୦ / +୯୮ ୯୧୨୮୧୦୯୧୦ / +୯୮ ୯୩୨୧୭୯୩୭୯
- ଇରାକ୍: +୯୬୪ ୭୭୧ ୬୫୧ ୧୧୮୫ / +୯୬୪ ୭୭୦୪୪୪ ୪୮୯୯
- ଇସ୍ରାଏଲ: +୯୭୨ ୫୪ ୭୫୨୦୭୧୧ / +୯୭୨ ୫୪ ୨୪୨୮୩୭୮
- ଜର୍ଡାନ: +୯୬୨ ୭୭୦ ୪୨୨ ୨୭୬
- କୁଏତ: +୯୬୫ ୬୫୫୦୧୯୪୬
- ଲେବାନନ୍: +୯୬୧ ୭୬୮୬୦୧୨୮

