ଆଇଏଏସକୁ ପଦୋନ୍ନତି ପାଇଲେ ୧୪ ବରିଷ୍ଠ ଓଏଏସ
1 min read
Oplus_16908288
- ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ ଅଧିକାରୀ ଭାବେ ନିଯୁକ୍ତି ପାଇବେ
ଭୁବନେଶ୍ୱର//TATKAL ODISHA//
ଭାରତୀୟ ପ୍ରଶାସନିକ ସେବା (ପରୀକ୍ଷା କାଳ) ନିୟମାବଳୀ, ୧୯୫୪ର ନିୟମ ୩ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି I
ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି…

ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଉଛନ୍ତି..
୧. ସୁମିତା ସରକାର
୨. ବଳମକୁନ୍ଦ ଭୂୟାଁ
୩. ସୌଦାମିନୀ ସେଠୀ
୪. ମଧୁମିତା ନାୟକ
୫. ଜ୍ୟୋତିର୍ମୟୀ ପ୍ରଧାନ
୬. ମଧୁମିତା ନାୟକ
୭. ବବିତା ମହାନ୍ତି
୮. ଅନୁଜ କୁମାର ଦାସ ପଟ୍ଟନାୟକ
୯. ଜ୍ୟୋତିରଞ୍ଜନ ମିଶ୍ର
୧୦. ସୁରେନ୍ଦ୍ର କୁମାର ପଣ୍ଡା
୧୧. ଶୁଭ୍ରା ମହାନ୍ତି
୧୨. ସଂଘମିତ୍ରା ଶତପଥୀ
୧୩. ହିମାଂଶୁ ଶେଖର ବେହେରା
ତେବେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ ଅଧିକାରୀ ଭାବେ ନିଯୁକ୍ତି ପାଇବେ I

