03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୋମେଶ କୁମାର ଉପାଧ୍ୟାୟ ଭଦ୍ରକ ନୂଆ ଜିଲ୍ଲାପାଳ

1 min read

ଭୁବନେଶ୍ୱର//TATKAL ODISHA//

ଦିଲ୍ଲୀପ କୁମାର ରାଉତରାୟ ୩୧ ଜୁଲାଇରେ ଅବସର ନେଉଥିବାରୁ ଗୋଟିଏ ଦିନ ପୂର୍ବରୁ ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ 2017 ବ୍ୟାଚର ଆଇଏଏସ ସୋମେଶ କୁମାର ଉପାଧ୍ୟାୟ ନିଯୁକ୍ତି ପାଇଛନ୍ତି I

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

Share

Leave a Reply