03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କ୍ରସ୍ ଭୋଟିଂ’ କରିଥିବା୬ ବିଜେଡି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ

1 min read

Oplus_16908288

ଭୁବନେଶ୍ୱର,//TATKAL ODISHA//
  କ୍ରସ୍ ଭୋଟିଂ କରିଥିଵା ବିଜେଡିରୁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।


ମଙ୍ଗଳବାର ବିଜେଡି ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସେହି ବିଜେଡି ବିଧାୟକଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ମେସାନେ ହେଉଛନ୍ତି

  • ଚକ୍ରମଣି କହଁର,
  • ସୌଭିକ ବିଶ୍ୱାଳ,
  • ନବ କିଶୋର ମଲ୍ଲିକ,
  • ସୁବାସିନୀ ଜେନା,
  • ଦେବୀ ରଂଜନ ତ୍ରିପାଠୀ
  • ରମାକାନ୍ତ ଭୋଇ।

ଏନେଇ ଲିଖିତ ଭାବେ ଜଣାଇ ଦିଆଯାଇଛି। 

Share

Leave a Reply