ସୁକାନ୍ତଙ୍କ ଘର ବାହୁଡ଼ା !

0

ବାଲେଶ୍ୱର, ଭୁବନେଶ୍ୱର//TATKAL ODISHA//

ପୁଣି ବିଜେଡିକୁ ଫେରୁଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ?ସେ ମଧ୍ୟ ବିଜେଡିରୁ ଟିକେଟ ପାଉଥିବା ଚର୍ଚ୍ଚା ଜୋର ଧରିଛି I

  ଶୁକ୍ରବାର ସେ ବିଜେପିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜର  ଇସ୍ତଫା ପତ୍ରକୁ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି।

୨୦୧୪ ନିର୍ବାଚନରେ ସୁକାନ୍ତ ବିଜେଡି ଟିକେଟରୁ ଜିତି ନୀଳଗିରିରେ ବିଧାୟକ ହୋଇଥିଲେ । ପୁଣି  ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିକୁ ଆସି ନିର୍ବାଚନ ଜିତିଥିଲେ ।

ଏବେ ପୁଣି ବିଜେଡିକୁ ଫେରୁଥିବା କୁହାଯାଉଛି I  

Leave A Reply

Your email address will not be published.