ବିଜେଡି ସହ ସମ୍ପର୍କ ତୁଟାଇଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

0

ଭୁବନେଶ୍ବର//TATKAL ODISHA//

 ବିଜେଡି ସହ ସମ୍ପର୍କ ତୁଟାଇଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର I ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ୨୦୧୪ ରୁ ୨୦୧୯ ଯାଏ ବିଜେଡି ବିଧାୟକ ଥିଲେ । ୨୦୧୯ରେ ତାଙ୍କୁ ଟିକେଟ ମିଳି ନ ଥିଲା I

ଚଳିତ ନିର୍ବାଚନରେ ଟିକେଟ୍ ନ ପାଇବା ଆଶଙ୍କା  କରି ସେ ଦଳ ଛାଡିଛନ୍ତି । ଖୁବଶୀଘ୍ର ବିଜେପିରେ ସେ ମିଶିବେ ବୋଲି ଚର୍ଚ୍ଚା ହେଉଛି I 

Leave A Reply

Your email address will not be published.