ବାସ୍ତୁଗୃହ-29: ଘର ଚତୁଃପାର୍ଶ୍ଵରେ ‘ପାଚେରୀ’ କେମିତି ହେବା ଉଚିତ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁ ବିଜ୍ଞାନ//

**************************************************

ପୋର୍ଟିକୋ ଭଳି ପାଚେରୀ ହିଁ ଗୃହର ଗାମ୍ଭୀର୍ଯ୍ୟ ବଢ଼ାଇ ଥାଏ I ଏହା ଯେତେ ସୁନ୍ଦର ହେବ ଗୃହ ସେତେ ସୁନ୍ଦର ଦିସିବ I ଖାଲି ସୁନ୍ଦର ଦିଶିଲେ ହେବନି, ବାସ୍ତୁବିଜ୍ଞାନ ଅନୁସାରେ ତାହା ହୋଇଛି କି ନାହିଁ ଗୃହକର୍ତ୍ତାଙ୍କୁ ନଜର ଦେବାକୁ ପଡ଼ିବ I

ନ ହେଲେ ଘର ଉପରେ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ ହୁଅନ୍ତୁ I

TATKAL ODISHAରେ ବାସ୍ତୁଗୃହ ଉପରେ 28ଟି ଅଧ୍ୟାୟ ଉପରେ ବର୍ଣ୍ଣନା କରାଯାଇଛି I ଏଥର ପାଚେରୀ ଉପରେ କିଛି ଟିପ୍ସ ଦିଆଯାଇଛି I

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା…

++++++++++++++++++++++++++++++++++++++++

ପାଚେରୀ (Boundary Wall) :

  • ପାଚେରୀର ଉଚ୍ଚତା ସବୁଦିଗରେ ସମାନ ହେବା ଉଚିତ ।
  • ମାତ୍ର ଦକ୍ଷିଣ, ପଶ୍ଚିମ କାନ୍ଥର ଉଚ୍ଚତା ଉତ୍ତର-ପୂର୍ବ କାନ୍ଥ ଅପେକ୍ଷା ମୋଟା ଓ ଉଚ୍ଚ ହୋଇପାରେ ।
  • ପ୍ରବେଶ ପଥ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ କୋଣରେ ରହିବା ଦରକାର ।
  • ଦକ୍ଷିଣାଭିମୁଖୀ ପ୍ଲଟ୍‌ର ପ୍ରବେଶ ପଥ ଦକ୍ଷିଣ-ପୂର୍ବ କୋଣ ନିକଟରେ ରଖାଯିବା ଉଚିତ ।
  • ପୂର୍ବାଭିମୁଖୀ କିମ୍ବା ଉତ୍ତରାଭିମୁଖୀ ପ୍ଲଟରେ ପ୍ରବେଶ ପଥ ଉତ୍ତର-ପୂର୍ବ କୋଣ ନିକଟରେ ରହିବା ଭଲ ।

TATKAL ODISHAର ପୂର୍ବ ରିପୋର୍ଟ ଦେଖନ୍ତୁ…

//ବାସ୍ତୁବିଜ୍ଞାନ-28//
କେମିତି ହେବ ପୋର୍ଟିକୋ, ବାରଣ୍ଡା?

ବାସ୍ତୁବିଜ୍ଞାନ-28: କେମିତି ହେବ ପୋର୍ଟିକୋ, ବାରଣ୍ଡା?

Leave A Reply

Your email address will not be published.